Skip to main content

Posts

In the matter of Sedition

  Bhubaneswar Dated: 13 April 2019 Before The Law Commission of India In the matter of Sedition               The law commission of India has circulated a consultation paper on “Sedition” on 30 th August 2017, which is available in the Public domain.             In view of such, Ganatantrik Adhikar Suraksha Sangathan, Odisha (GASS) has the view that abolition of such undesirable section is the answer to all questions. The Commission has put ten questions before the public to answer. We are here giving on Q/A mode.                We, all members of GASS, strongly believe that it is the responsibility of elected people to protect spirit of the constitution likewise it is the rights of rest of individuals to criticize the government if it is vitiated. So, for a country like India Section 124 A is unwarranted. ...
Recent posts
ପ୍ରାପ୍ତେଷୁ                                                                                                  ତାରିଖ : 27/06/18 ନବୀନ ପଟ୍ଟନାୟକ , ମୁଖ୍ୟମନ୍ତ୍ରୀ , ସଚୀବାଳୟ , ଭୁବନେଶ୍ୱର ପ୍ରେରକ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ , ଓଡିଶା ବିଷୟ : ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା , ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାସକୁ 300 ଟଙ୍କା ବଦଳରେ 2000 ଟଙ୍କା କରିବା ନିମନ୍ତେ ମହାଶୟ ; ଆମ୍ଭେମାନେ ଆପଣଙ୍କୁ ସୂଚୀତ କରୁଛୁ ଯେ ଗଲା 2008 ରୁ 2018 ମସିହା , ଏହି ଦଶ ବର୍ଷ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା , ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତ...
                                                    Press Release         Date : 19 th May 2018           Ganatantrik Adhikar Suraksha Sangathan, Odisha is deeply shocked with announcement of prize of rupees ten lakh by the government of Odisha for killing of seven “Maoists” in two separate incidents of Kandhamal and Balangir district, happened between 13 and 14 May 2018. This announcement shows that the police who are supposed to fire for self-defence have actually killed those cadres which is contrary to our constitution and law of this land. The Supreme Court and the National Human Rights Commission have fixed guidelines for the police engaged with such operation so that later should not go on firing innocent people. As...
ପ୍ରେସ ବିଜ୍ଞପ୍ତି                      ତାରିଖ : 19 ମେ 2018           ରାଜ୍ୟ ସରକାରଙ୍କ ଦ୍ଵାରା ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉଭୟ ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲା ପୁଲିସକୁ 10 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ସରକାରଙ୍କ ଏକ ସ୍ଵୀକାରୋକ୍ତି ଯେ ପୁଲିସ ଆତ୍ମସୁରକ୍ଷା ନାମରେ ଗୁଳି କରି ନାହିଁ ବରଂ ଉଭୟ ଘଟଣାରେ ସମୁଦାୟ ସାତ ଜଣ “ମାଓବାଦୀଙ୍କୁ” ହତ୍ୟା କରିଛି ଯାହାକି ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ   ଅସମ୍ବିଧାନିକ । ସମ୍ବିଧାନର ସୁରକ୍ଷା ଲାଗି ଶପଥ ନେଇଥିବା ସରକାର ନିଜେ ସମ୍ବିଧାନ ବିରୋଧୀ ଓ ନିଜେ ହତ୍ୟାକାରୀ ସାଜିବା ଏକ ଦୁଃଖଦ ଘଟଣା ଯାହାକୁ ‘ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ’, ଓଡିଶା   ଦୃଢ ଭାବରେ ନିନ୍ଦା କରୁଛି ।   କୌଣସି ବ୍ୟକ୍ତିର ପୁଲିସ ଦ୍ଵାରା ହତ୍ୟା ଯେ ଆଇନ ସମ୍ମତ ଏହା ସମ୍ବିଧାନର କୌଣସି ଧାରାରେ ଉଲ୍ଲେଖ ନାହିଁ । ଏଥିପାଇଁ ସୁପ୍ରିମ କୋର୍ଟଙ୍କ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶ ଓ ଜାତୀୟ ମାନବିକ ଅଧିକାର କମିଶନଙ୍କ ଦ୍ଵାରା ସ୍ଥିରୀକୃତ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରତ୍ୟେକ ଏନକାଉଣ୍ଟରର ( ସେଥିରେ ମାଓବାଦୀ ଅଥବା କ୍ରୀମିନାଲ ବା ଉଗ୍ରପନ୍ଥୀ କେହି ବି ମୃତ୍ୟୁବରଣ କରନ୍ତୁ...

ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାସକୁ 300 ଟଙ୍କା ବଦଳରେ 2000 ଟଙ୍କା କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ , ଓଡିଶା Ganatantrik Adhikar suraksha Sangathan, Odisha                                                           ପ୍ରେସ ବିଜ୍ଞପ୍ତି                                     ତାରିଖ : 04 ମେ 2018 ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା , ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାସକୁ 300 ଟଙ୍କା ବଦଳରେ 2000 ଟଙ୍କା କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ           ରାଜ୍ୟରେ ପ୍ରାୟେ 3 0 ଲକ୍ଷ ପାଖାପାଖି ଅସହାୟ ବୃଦ୍ଧବୃଦ୍ଧା , ଭିନ୍ନକ୍ଷମ ଓ ବିଧବା ମହିଳା କ୍ରମଶଃ ଅନାହାର ଓ ରୋଗାକ୍ରାନ୍ତ ଅବସ୍ଥାରେ...
  ଭାଙ୍ଗର ଆଂଦୋଳନର ସମର୍ଥକ ଡାକ୍ତର ରାତୁଲ ବାନାର୍ଜୀ ଓ ଅନ୍ୟ ଚାରିଜଣଙ୍କ ଗିରଫକୁ ନିନ୍ଦା ‘ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ’, ଓଡିଶା ଏଠାରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ଵାରା ଯେଉଁଭଳି ଦମନମୂଳକ ନୀତି ଆପଣାଇ ଭାଙ୍ଗର ଆଂଦୋଳନର ଦୃଢ ସମର୍ଥକ ତଥା ଜନ ସ୍ୱାସ୍ଥ୍ୟ ଆନ୍ଦୋଳନର ସଦସ୍ୟ ଡାକ୍ତର ରାତୁଲ ବାନାର୍ଜୀଙ୍କ ସମେତ ଚାରିଜଣଙ୍କୁ ଗିରଫ କାରାଗଲା ତାହାର ଦୃଢ ନିନ୍ଦା କରୁଛି । ରାତୁଲ ବାନାର୍ଜୀଙ୍କୁ ଗଲା ଏପ୍ରିଲ 08 , 2018 ତାରିଖରେ କଲିକତାର ବେଲଘରିଆ ଅଞ୍ଚଳରୁ ‘ ଦେଶ ଦ୍ରୋହ ’ ଓ ଅନ୍ୟାନ୍ୟ ଅପରାଧରେ ଗିରଫ କରାଯାଇଛି । ସେ ଶ୍ରମଜୀବୀ ସ୍ୱାସ୍ଥ୍ୟ ଉଦ୍ୟୋଗ ସହିତ ମଧ୍ୟ ଜଡିତ । ଗଲା କିଛି ବର୍ଷ ହେଲା ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଭାଙ୍ଗର ଅଞ୍ଚଳର ପାୱାର ଗ୍ରୀଡ କର୍ପୋରେସନର ପ୍ରସ୍ତାବିତ ଗ୍ରୀଡ ଷ୍ଟେସନ ପାଇଁ ପ୍ରଭାବିତ ହେବାକୁ ଥିବା 12 ଖଣ୍ଡ ଗ୍ରାମର ସ୍ଥାନୀୟ ଚାଷୀ ଓ କ୍ଷୁଦ୍ର ବେପାରୀ ପାୱାର ଗ୍ରୀଡ ସ୍ଥାପନ ବିରୁଦ୍ଧରେ ଲଢେଇ କରିଆସୁଛନ୍ତି । ଏଥିପାଇଁ ପଶ୍ଚିମ ବଙ୍ଗ ସରକାର ଦମନମୂଳକ ନୀତି ଆପଣାଇ ସ୍ଥାନୀୟ ବାସିନ୍ଦାଙ୍କୁ ଗିରଫ କରିବା ସହିତ ଗଲା ଜାନୁଆରୀ 14 , 2018ରେ ପୁଲିସ ଗୁଳି ଚଳାଇବା ହେତୁ ଦୁଇଜଣ ସ୍ଥାନୀୟ ବାସିନ୍ଦା ମୃତ୍ୟୁ ବରଣ କରିଛନ୍ତି ।          ଏହା ପୂର୍ବରୁ ସିପିଆଇ(ଏମଏଲ) ରେଡ ଷ୍ଟାର ଯେଉଁମାନେକି ଭାରତୀ...
ଜାମ୍ମୁ ଓ କାଶ୍ମୀର ରାଜ୍ୟ କଠୁଆ ଅଞ୍ଚଳର ଆଠ ବର୍ଷର ଝିଅର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ‘ ଗାସ ’ ର ନିନ୍ଦା   ‘ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ , ଓଡିଶା ’ ଏଠାରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ କଠୁଆ ଅଞ୍ଚଳର ଆଠ ବର୍ଷର ଝିଅର ଗଣଦୁଷ୍କର୍ମ ଓ ହତ୍ୟାରେ ସମ୍ପୃକ୍ତ ‘ ଭାରତୀୟ ଜନତା ପାର୍ଟି ’ ର ସଦସ୍ୟ ଓ ସ୍ଥାନୀୟ ପୁଲିସଙ୍କୁ ସେଠାର ସରକାର ଯେଉଁଭଳି ସମର୍ଥନ ଦେଇଚାଲିଛନ୍ତି ତାହାର ଦୃଢ ନିନ୍ଦା କରୁଛି । ଏହା ଆମକୁ ପଚାଶ ଦଶକର ସେହି ହୃଦୟ ବିଦାରକ ଭାରତ ପାକିସ୍ତାନ ବିଭାଜନ ସମୟର ଚିତ୍ରକୁ ନେଇ ସଦତ ହସନ ମଣ୍ଟୋଙ୍କ ପ୍ରସିଦ୍ଧ ଗଳ୍ପ “ ଖୋଲ ଦୋ ” କୁ ମନେ ପକାଇଦେଉଛି । ଏଭଳି ଅତ୍ୟନ୍ତ ଅମାନୁଷିକ ଓ ହୃଦୟବିଦାରକ ଘଟଣାକୁ ଚପାଇ ଦେବାଲାଗି ଯେଉଁ ଉଦ୍ୟମ କରାଯାଉଛି ତା ହା ନା ଗଣତନ୍ତ୍ର ପାଇଁ ଶୁଭ ନା କାଶ୍ମୀର ସମସ୍ୟାର ସମାଧାନ ଦିଗରେ କୌଣସି ପ୍ରକାରରେ ସାହାଯ୍ୟ କରିବ । ବାଳିକା ଜଣକ ଜଣେ ଆଦିବାସୀ ଯାଯାବର ମୁସଲମାନ ସଂପ୍ରଦାୟର ଯାହାର ପିତାମାତା ଘୋଡା ଓ ଛେଳି ପାଳନ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ହିନ୍ଦୁ ବହୁଳ ଜାମ୍ମୁ ଅଞ୍ଚଳରେ ଧର୍ମୀୟ ବିଦ୍ଵେଷ ହେତୁ ଅପରାଧୀମାନେ ଆଠ ବର୍ଷର ଝିଅକୁ ନିଜର ସହଜ ଲକ୍ଷ ମନେକରି ହିନ୍ଦୁ ମନ୍ଦିର ମଧ୍ୟରେ ସାତ ଦିନ କାଳ ଗଣଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିବା କଦାପି ଏକ ସଭ୍ୟ ସମାଜର ଲକ୍ଷଣ ନୁହେଁ । ଦୁଃଖର କଥା ଯେ ନି...