Skip to main content

Posts

Showing posts from May, 2018
                                                    Press Release         Date : 19 th May 2018           Ganatantrik Adhikar Suraksha Sangathan, Odisha is deeply shocked with announcement of prize of rupees ten lakh by the government of Odisha for killing of seven “Maoists” in two separate incidents of Kandhamal and Balangir district, happened between 13 and 14 May 2018. This announcement shows that the police who are supposed to fire for self-defence have actually killed those cadres which is contrary to our constitution and law of this land. The Supreme Court and the National Human Rights Commission have fixed guidelines for the police engaged with such operation so that later should not go on firing innocent people. As...
ପ୍ରେସ ବିଜ୍ଞପ୍ତି                      ତାରିଖ : 19 ମେ 2018           ରାଜ୍ୟ ସରକାରଙ୍କ ଦ୍ଵାରା ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉଭୟ ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲା ପୁଲିସକୁ 10 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ସରକାରଙ୍କ ଏକ ସ୍ଵୀକାରୋକ୍ତି ଯେ ପୁଲିସ ଆତ୍ମସୁରକ୍ଷା ନାମରେ ଗୁଳି କରି ନାହିଁ ବରଂ ଉଭୟ ଘଟଣାରେ ସମୁଦାୟ ସାତ ଜଣ “ମାଓବାଦୀଙ୍କୁ” ହତ୍ୟା କରିଛି ଯାହାକି ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ   ଅସମ୍ବିଧାନିକ । ସମ୍ବିଧାନର ସୁରକ୍ଷା ଲାଗି ଶପଥ ନେଇଥିବା ସରକାର ନିଜେ ସମ୍ବିଧାନ ବିରୋଧୀ ଓ ନିଜେ ହତ୍ୟାକାରୀ ସାଜିବା ଏକ ଦୁଃଖଦ ଘଟଣା ଯାହାକୁ ‘ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ’, ଓଡିଶା   ଦୃଢ ଭାବରେ ନିନ୍ଦା କରୁଛି ।   କୌଣସି ବ୍ୟକ୍ତିର ପୁଲିସ ଦ୍ଵାରା ହତ୍ୟା ଯେ ଆଇନ ସମ୍ମତ ଏହା ସମ୍ବିଧାନର କୌଣସି ଧାରାରେ ଉଲ୍ଲେଖ ନାହିଁ । ଏଥିପାଇଁ ସୁପ୍ରିମ କୋର୍ଟଙ୍କ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶ ଓ ଜାତୀୟ ମାନବିକ ଅଧିକାର କମିଶନଙ୍କ ଦ୍ଵାରା ସ୍ଥିରୀକୃତ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରତ୍ୟେକ ଏନକାଉଣ୍ଟରର ( ସେଥିରେ ମାଓବାଦୀ ଅଥବା କ୍ରୀମିନାଲ ବା ଉଗ୍ରପନ୍ଥୀ କେହି ବି ମୃତ୍ୟୁବରଣ କରନ୍ତୁ...

ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାସକୁ 300 ଟଙ୍କା ବଦଳରେ 2000 ଟଙ୍କା କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ , ଓଡିଶା Ganatantrik Adhikar suraksha Sangathan, Odisha                                                           ପ୍ରେସ ବିଜ୍ଞପ୍ତି                                     ତାରିଖ : 04 ମେ 2018 ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା , ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାସକୁ 300 ଟଙ୍କା ବଦଳରେ 2000 ଟଙ୍କା କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ           ରାଜ୍ୟରେ ପ୍ରାୟେ 3 0 ଲକ୍ଷ ପାଖାପାଖି ଅସହାୟ ବୃଦ୍ଧବୃଦ୍ଧା , ଭିନ୍ନକ୍ଷମ ଓ ବିଧବା ମହିଳା କ୍ରମଶଃ ଅନାହାର ଓ ରୋଗାକ୍ରାନ୍ତ ଅବସ୍ଥାରେ...