Skip to main content

Posts

Press Release 7 th March 2018 ‘Ganatantrik Adhikar Suraksha Sangathan’, Odisha condemns demolition of statue of Lenin in Tripura and vandalizing statue of Periyar in Tamilnadu. Both Lenin and Periyar were not simple individuals rather both are an ideology. The democratic country like India if wants to keep its values of democracy alive then the ideology of Periyar and Lenin should be respected. But a particular fundamentalist group wants that their ideology should only prevail. That is why they are attacking other ideologies and its believers which is condemnable. Periyara symbolizes against superstitions, caste oppression and practices of manual scavenging.   Similarly, Lenin is not simply an ideology rather a way of emancipation of working class. Those want to destroy Periyar and Lenin they are nothing like religious bigots, superstitious, intolerant, anti-dalit and anti-working class. In a democratic country like India, each ideology should have its importance and it is ...
              ତ୍ରିପୁରାରେ ଲେନିନଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ଓ ତାମିଲନାଡୁରେ ପେରିୟାରଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିବା କାର୍ଯ୍ୟକୁ ‘ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ ’, ଓଡିଶା ଦୃଢ ଭାବରେ ନିନ୍ଦା କରୁଛି । ଉଭୟ ଲେନିନ ଓ ପେରିୟାର କେବଳ ଜଣେ ଜଣେ ବ୍ୟକ୍ତି ନୁହନ୍ତି ବରଂ ଏକ ଏକ ବିଚାର । ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶ ନିଜ ଗଣତାନ୍ତ୍ରିକ ବିଚାରକୁ ବଜାୟ ରଖିବାକୁ ହେଲେ ଲେନିନ ଓ ପେରିୟାରଙ୍କ ବିଚାରର ପ୍ରାସଙ୍ଗିକତାକୁ ଉପଲବ୍ଧି କରିବା ଆବଶ୍ୟକ । ଅଥଚ ଏଠାରେ ଏକ ନିର୍ଦ୍ଦିଷ୍ଟ ରୁଢିବାଦୀ ସାମ୍ପ୍ରଦାୟିକ ଗୋଷ୍ଠୀ ନିଜର ବିଚାରକୁ ସମଗ୍ର ସମାଜ ଉପରେ ଲଦି ଦେବା ପାଇଁ ଯେଉଁ ଭଳି ଅନ୍ୟ ବିଚାର ଓ ଏହାର ପ୍ରତିଷ୍ଠାତାମାନଙ୍କୁ ଆକ୍ରମଣ କରିଚାଲିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଏଭଳି ଉଦ୍ୟମ ଆମକୁ ଏକ ରୂଢିବାଦୀ ସମାଜ ଆଡକୁ ନେଇଯିବ ଯାହା ଅତ୍ୟନ୍ତ ଆଗ୍ରହଣୀୟ । ଭାରତରେ ଅନ୍ଧ ବିଶ୍ଵାସ ଓ ଗୁଣି ଗାରେଡି , ଜାତିଗତ ହିଂସା ଓ ମେହେନ୍ତର ବ୍ୟବସ୍ଥାର ଲୋପ ପାଇଁ ପେରିୟାରଙ୍କ ସମାଜ ସଂସ୍କାର ବିଚାର ଏକାନ୍ତ ଆବଶ୍ୟକ । ସେହିପରି ଶ୍ରମିକ ଶ୍ରେଣୀ ଉପରେ ପୁଞ୍ଜିବାଦୀ ଶକ୍ତିର ଶୋଷଣର ବିରାମ ଘଟିନଥିଲା ବେଳେ ଲେନିନବାଦ ଏକ ବିଚାର ଭାବରେ ଶ୍ରମିକ ଶ୍ରେଣୀର ମୁକ୍ତିର ରାସ୍ତାକୁ ଉଜ୍ଜୀବିତ ରଖୁଛି । ଯେଉଁମାନେ ପେରିୟାର ଓ ଲେନିନଙ୍କ ପ୍ରତ...
We are deeply shocked with the arrest of senior advocate Upendra Nayak by Odisha Police on yesterday i,e on 20 th February, 2018 at midnight. Advocate Upendra Nayak has been arrested of same criminal cases which he was defending his clients eight years back. We condemn it. Today he was produced before the Mohana JMFC by the Gajapati district police and was remanded for judicial custody and was sent to R. Udayagiri jail.  He has been charged with under section 121, 121-A, 124-A of IPC and various sections of UAPA.  Now a defense lawyer requires a lawyer to defend his 10 criminal cases. Upendra Nayak was defense lawyer of few tribal youths in the year of 2009-10 who were charged with similar sections like 124-A and UAPA. While defending his clients he became the “accused” of same criminal cases. This is a case of fabrication by the Odisha police and an attempt to encroach the rights of a lawyer to practice his legal profession. This is a violation of fundamental...

Resolutions adopted

Resolutions adopted in the extended Executive committee Meeting of Ganatantrik Adhikar Suraksha Sangathan             Ganatantrik Adhikar Suraksha Sangathan, Odisha (GASS) demands that the government (both central and the state) should honour various rights of the citizens ratified in the constitution. Honouring this, all the para-military forces engaged in the state of Odisha in the name of law and order situation should be withdrawn and the state police should be taken into confidence. The GASS also demands that as the number of under trial prisoners are increasing very rapidly in the state due to slow pace of trial so all such prisoners who have already spent a year or more should either be  released on bail or their trial should be completed within a year. No innocent shall be kept in jails for months together without any trials. On February 10, 2018 the extended Executive Committee Meet of GASS was presided over by D...
Press Release Date : 12 th Feb 2018 Slow pace of decline of IMR in Odisha deplorable Ganatantirk adhikar suraksha sangathan, Odisha deplores the unending inefficiency of the public health care system of the government of Odisha in controlling child deaths at various stages. In 1980s, Infant Mortality Rate (IMR) of the State was far ahead of national situation and this was continued in 1990s, in 2001s and was same in 2016. As per the report of Registrar General and Census Commission of India published on 11 th February 2018 IMR of Odisha is 44 per thousand live births which is higher than the national situation that is, 34 per thousand live births. It depicts gradual depletion of socio-economic situation of poor families. Child deaths in Nagada village of Jajpur and JE related deaths in Malkangiri are few instances of it. The organisation demands a responsible answer from the government on higher rate of Infant deaths.          ...
ପ୍ରେସ ବିଜ୍ଞପ୍ତି ତାରିଖ : ଫେବୃଆରୀ 12 , 2018           ‘ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ , ଓଡିଶା ’ ରାଜ୍ୟ ସରକାରଙ୍କ ଶିଶୁମୃତ୍ୟୁ ହାର କମାଇବାରେ ସରକାରୀ ଅପାରଗତାକୁ ଘୋର ନିନ୍ଦା କରୁଛି । ଏପରିକି ଜାତୀୟ ହାର ଠାରୁ ରାଜ୍ୟରେ ଶିଶୁ ମୃତ୍ୟୁ ହାର 1980 ମସିହାରେ ଯେଉଁ ପରି ଅଧିକ ଥିଲା , 1990ରେ , 2001ରେ ଓ 2017 ମସିହାରେ ମଧ୍ୟ ତାହା ଅଧିକ ରହିବା , ଏହା ଆମ ସମାଜର କ୍ରମାଗତ ଭାବରେ ବଢୁଥିବା ଆର୍ଥିକ ଓ ସାମାଜିକ ବିଷମତାର ସୂଚନା । ଏହାର କାରଣ ସରକାର ଜନସାଧାରଣଙ୍କୁ ଦେବା ଲାଗି ସଂଗଠନ ଦାବୀ କରୁଛି ।           ଆଜିର ଶିଶୁ କାଲିର ଭବିଷ୍ୟତ । ସେହି ମୃତ ଶିଶୁଟି ହୁଏତ ଉତ୍ତମ ପରିବେଶ ପାଇଥିଲେ ଏକ ଡାକ୍ତର , ଶିକ୍ଷକ , ଭଲ ଚାଷୀ ବା ନିଜ ଗୋଷ୍ଠୀର ଏକ ଦାୟିତ୍ଵବାନ ମଣିଷଟିଏ ହୋଇଥାନ୍ତା । ଏକ ଗଣତାନ୍ତ୍ରିକ ଦେଶ ପାଇଁ ଏକ ଉତ୍ତମ ସମାଜ ଗଠନ ଯେମିତି ମୁଖ୍ୟ ସେମିତି ଉତ୍ତମ ସମାଜ ପାଇଁ ପ୍ରତ୍ୟେକ ଶିଶୁର ଜୀବନ ସେମିତି ଜରୁରୀ । ଅଥଚ ଭାରତ ସରକାରଙ୍କ ରେଜିଷ୍ଟାର ଜେନେରାଲ ଓ ଜନଗଣନା କମିଶନଙ୍କ ତଥ୍ୟ ଅନୁସାରେ କେବଳ 2016 ମସିହାର ଜନ୍ମର 28 ଦିନ ମଧ୍ୟରେ 26 ହଜାର ଶିଶୁ ମୃତ୍ୟୁ ବରଣ କରିଛନ୍ତି । ଯେଉଁଠି ପ୍ରତ୍ୟେକ ଶିଶୁର ମୃତ୍ୟୁ ଦେଶ ଓ ସମାଜ ପାଇଁ ମୁଲ୍ୟବାନ ସ...
ପ୍ରେସ ବିଜ୍ଞପ୍ତି ତାରିଖ : ଫେବୃଆରୀ 10 , 2018 ‘ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ’ ର ସମ୍ପ୍ରସାରିତ କାର୍ଯ୍ୟକାରୀ କମିଟି ମିଟିଂର ନିଷ୍ପତ୍ତି           ‘ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ , ଓଡିଶା ’ ଦାବୀ କରେ କି ସମ୍ବିଧାନ ପ୍ରଦତ୍ତ ସାଧାରଣ ଲୋକର ସମସ୍ତ ଅଧିକାରକୁ ସରକାର ସମ୍ମାନ ଜଣାଇବା ସହିତ ଓଡିଶାରେ ଅର୍ଦ୍ଧସାମରିକ ବାହିନୀକୁ ପ୍ରତ୍ୟାହାର ସାଙ୍ଗକୁ ଆଇନ ଶ୍ରୁଙ୍ଖଳା ପରିସ୍ଥିତି ପାଇଁ ସ୍ଥାନୀୟ ପୁଲିସ ଉପରେ ଭରସା ସ୍ଥାପନ କରାଯାଉ ଓ ଯେଉଁଭଳି ବିଚାରାଧୀନ କଏଦୀଙ୍କ ସଂଖ୍ୟା ବଢିବାରେ ଲାଗିଛି ସେଥିପାଇଁ ବର୍ଷକରୁ ଅଧିକ କାଳ ବିଚାରାଧୀନ କଏଦୀ ଭାବରେ ବିତାଇ ଥିବା ସମସ୍ତ ‘ ଅପରାଧୀ ’ ଙ୍କୁ ମୁକ୍ତ କରାଯାଉ ଓ ସମସ୍ତ ସ୍ତରର କୋର୍ଟର ବିଚାର ପ୍ରକ୍ରିୟାକୁ ଏକ ବର୍ଷ ମଧ୍ୟରେ ସମାପ୍ତ କରାଯାଇ ଦୋଷୀ ଅପରାଧୀକୁ ଦଣ୍ଡିତ କରାଯାଉ ଓ ନିର୍ଦ୍ଦୋଷିକୁ ମୁକ୍ତ କରାଯାଉ । ଗଲା ଫେବୃଆରୀ 10 , 2018 ଦିନ ଭୁବନେଶ୍ଵର ସ୍ଥିତ ନେହେରୁ ଯୁବ ପ୍ରତିଷ୍ଠାନ ଠାରେ ‘ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ’ ର ସମ୍ପ୍ରସାରିତ କାର୍ଯ୍ୟକାରୀ ମିଟିଂ ଅନୁଷ୍ଠିତ ଅବସରରେ ସରକାରଙ୍କ ଉପରେ ଏ ଦିଗରେ ଚାପ ପ୍ରୟୋଗ ଲାଗି ନିଷ୍ପତ୍ତି ନିଆଯାଇଛି । ଡାକ୍ତର ଫକିର ହୋତାଙ୍କ ସଭାପତିତ୍ଵରେ ଅନୁଷ୍ଠିର ସଭାରେ ସଂଗଠନର ଆଠଟି ଜିଲ୍ଲାର ପ୍ରତିନିଧି ଯୋଗ...