ପ୍ରାପ୍ତେଷୁ ତାରିଖ : 27/06/18 ନବୀନ ପଟ୍ଟନାୟକ , ମୁଖ୍ୟମନ୍ତ୍ରୀ , ସଚୀବାଳୟ , ଭୁବନେଶ୍ୱର ପ୍ରେରକ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ , ଓଡିଶା ବିଷୟ : ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା , ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାସକୁ 300 ଟଙ୍କା ବଦଳରେ 2000 ଟଙ୍କା କରିବା ନିମନ୍ତେ ମହାଶୟ ; ଆମ୍ଭେମାନେ ଆପଣଙ୍କୁ ସୂଚୀତ କରୁଛୁ ଯେ ଗଲା 2008 ରୁ 2018 ମସିହା , ଏହି ଦଶ ବର୍ଷ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା , ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତ...