Skip to main content

Posts

Showing posts from March, 2018
Press Release 7 th March 2018 ‘Ganatantrik Adhikar Suraksha Sangathan’, Odisha condemns demolition of statue of Lenin in Tripura and vandalizing statue of Periyar in Tamilnadu. Both Lenin and Periyar were not simple individuals rather both are an ideology. The democratic country like India if wants to keep its values of democracy alive then the ideology of Periyar and Lenin should be respected. But a particular fundamentalist group wants that their ideology should only prevail. That is why they are attacking other ideologies and its believers which is condemnable. Periyara symbolizes against superstitions, caste oppression and practices of manual scavenging.   Similarly, Lenin is not simply an ideology rather a way of emancipation of working class. Those want to destroy Periyar and Lenin they are nothing like religious bigots, superstitious, intolerant, anti-dalit and anti-working class. In a democratic country like India, each ideology should have its importance and it is ...
              ତ୍ରିପୁରାରେ ଲେନିନଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ଓ ତାମିଲନାଡୁରେ ପେରିୟାରଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିବା କାର୍ଯ୍ୟକୁ ‘ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ ’, ଓଡିଶା ଦୃଢ ଭାବରେ ନିନ୍ଦା କରୁଛି । ଉଭୟ ଲେନିନ ଓ ପେରିୟାର କେବଳ ଜଣେ ଜଣେ ବ୍ୟକ୍ତି ନୁହନ୍ତି ବରଂ ଏକ ଏକ ବିଚାର । ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶ ନିଜ ଗଣତାନ୍ତ୍ରିକ ବିଚାରକୁ ବଜାୟ ରଖିବାକୁ ହେଲେ ଲେନିନ ଓ ପେରିୟାରଙ୍କ ବିଚାରର ପ୍ରାସଙ୍ଗିକତାକୁ ଉପଲବ୍ଧି କରିବା ଆବଶ୍ୟକ । ଅଥଚ ଏଠାରେ ଏକ ନିର୍ଦ୍ଦିଷ୍ଟ ରୁଢିବାଦୀ ସାମ୍ପ୍ରଦାୟିକ ଗୋଷ୍ଠୀ ନିଜର ବିଚାରକୁ ସମଗ୍ର ସମାଜ ଉପରେ ଲଦି ଦେବା ପାଇଁ ଯେଉଁ ଭଳି ଅନ୍ୟ ବିଚାର ଓ ଏହାର ପ୍ରତିଷ୍ଠାତାମାନଙ୍କୁ ଆକ୍ରମଣ କରିଚାଲିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଏଭଳି ଉଦ୍ୟମ ଆମକୁ ଏକ ରୂଢିବାଦୀ ସମାଜ ଆଡକୁ ନେଇଯିବ ଯାହା ଅତ୍ୟନ୍ତ ଆଗ୍ରହଣୀୟ । ଭାରତରେ ଅନ୍ଧ ବିଶ୍ଵାସ ଓ ଗୁଣି ଗାରେଡି , ଜାତିଗତ ହିଂସା ଓ ମେହେନ୍ତର ବ୍ୟବସ୍ଥାର ଲୋପ ପାଇଁ ପେରିୟାରଙ୍କ ସମାଜ ସଂସ୍କାର ବିଚାର ଏକାନ୍ତ ଆବଶ୍ୟକ । ସେହିପରି ଶ୍ରମିକ ଶ୍ରେଣୀ ଉପରେ ପୁଞ୍ଜିବାଦୀ ଶକ୍ତିର ଶୋଷଣର ବିରାମ ଘଟିନଥିଲା ବେଳେ ଲେନିନବାଦ ଏକ ବିଚାର ଭାବରେ ଶ୍ରମିକ ଶ୍ରେଣୀର ମୁକ୍ତିର ରାସ୍ତାକୁ ଉଜ୍ଜୀବିତ ରଖୁଛି । ଯେଉଁମାନେ ପେରିୟାର ଓ ଲେନିନଙ୍କ ପ୍ରତ...